Posts

Hotel Shreeharigrand - Photos

Hotel Shreeharigrand - Photos

(2) Hotel Shreehari – Posts | Facebook

(2) Hotel Shreehari – Posts | Facebook

Hotel Shreehari - Photos

Hotel Shreehari - Photos

Hotel Shreehari - Photos

Hotel Shreehari - Photos : Hotel

Special Tomato Soups

Image

Hotel Shreehari - New Marine Drive Road, Near Light House, Puri, 752001,Phone/Whatsapp: 7077581141 (for instant confirmation and booking)

Hotel Shreehari - New Marine Drive Road, Near Light House, Puri, 752001,Phone/Whatsapp: 7077581141 (for instant confirmation and booking) : New Marine Drive Road, Near Light House, Puri, 752001,Phone/Whatsapp: 7077581141 (for instant confirmation and booking)

କିପରି ଭାବରେ ଆୟୁର୍ବେଦିକ କାଢ଼| ପ୍ରସ୍ତୁତ କରିବେ ?

ଆୟୁର୍ବେଦିକକାଢାପ୍ରସ୍ତୁତିକରିପିଅନ୍ତୁ ।  ସାଇପଡିଶା ବନ୍ଧୁ ପରିଜନଙ୍କୁ ପିଆନ୍ତୁ। ସୁସ୍ଥ ରୁହନ୍ତୁ ୧ - ତୁଳସୀ ପତ୍ର ୨ - ତେଜ ପତ୍ର ୩ - ଅଦା/ଶୁଣ୍ଠି ୪ - ଡାଲଚିନି ୫ - ହଳଦୀ ଗୁଣ୍ଡ ୬ - ଗୋଲ ମରିଚ ଗୁଣ୍ଡ  ୭ -  ମିଶ୍ରି /ଗୁଡ଼(ମିଠା ସ୍ୱାଦ ଅନୁଯାୟୀ) ଅତିରିକ୍ତ ଯଦି ମିଳେ ମିଶାନ୍ତୁ ୧ - ଲବଙ୍ଗ ୨ - ପିମ୍ପଳି ୩ - ମହୁ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, କ୍ବାରେନ୍‌ଣ୍ଟାଇନ ସମୟରେ ରୋଗୀ ଆୟୁର୍ବେଦିକ ଜଡିବୁଟିରୁ ପ୍ରସ୍ତୁତ କାଢା ସେବନ ଲାଭଦାୟକ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା କିଛି ପରୀକ୍ଷାରୁ ଜଣାଯାଇଛି ଯେ, କ୍ବାରେନ୍‌ଣ୍ଟାଇନରେ ରହିଥିବା ରୋଗୀମାନେ ଅତି କମ୍‌ରେ ୭ ଦିନ ଆୟୁର୍ବେଦିକ କାଢା ସେବନ କରିବା ଦ୍ବାରା କରୋନ ସଂକ୍ରମଣ ବଢିବନାହିଁ ଏବଂ ରୋଗୀ ରୋଗମୁକ୍ତ ହେବ। କରୋନା ଭୂତାଣୁ ମୁଖ ଗଳା ଭାଗରେ ୩ରୁ୪ ଦିନ ରହି ସଂକ୍ରମଣ କରିଥାଏ । ଏହା  ସେବନ ଦ୍ୱାରା ଭୂତାଣୁ ନଷ୍ଟ ହୋଇଯାଇଥାଏ ।ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ । ଏହା ସମସ୍ତଙ୍କୁ ସେୟାର କରନ୍ତୁ ! https://www.mohanmekap.com/wellness/31819/