କିପରି ଭାବରେ ଆୟୁର୍ବେଦିକ କାଢ଼| ପ୍ରସ୍ତୁତ କରିବେ ?
ଆୟୁର୍ବେଦିକକାଢାପ୍ରସ୍ତୁତିକରିପିଅନ୍ତୁ । ସାଇପଡିଶା ବନ୍ଧୁ ପରିଜନଙ୍କୁ ପିଆନ୍ତୁ। ସୁସ୍ଥ ରୁହନ୍ତୁ
୧ - ତୁଳସୀ ପତ୍ର
୨ - ତେଜ ପତ୍ର
୩ - ଅଦା/ଶୁଣ୍ଠି
୪ - ଡାଲଚିନି
୫ - ହଳଦୀ ଗୁଣ୍ଡ
୬ - ଗୋଲ ମରିଚ ଗୁଣ୍ଡ
୭ - ମିଶ୍ରି /ଗୁଡ଼(ମିଠା ସ୍ୱାଦ ଅନୁଯାୟୀ)
ଅତିରିକ୍ତ ଯଦି ମିଳେ ମିଶାନ୍ତୁ
୧ - ଲବଙ୍ଗ
୨ - ପିମ୍ପଳି
୩ - ମହୁ
ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, କ୍ବାରେନ୍ଣ୍ଟାଇନ ସମୟରେ ରୋଗୀ ଆୟୁର୍ବେଦିକ ଜଡିବୁଟିରୁ ପ୍ରସ୍ତୁତ କାଢା ସେବନ ଲାଭଦାୟକ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା କିଛି ପରୀକ୍ଷାରୁ ଜଣାଯାଇଛି ଯେ, କ୍ବାରେନ୍ଣ୍ଟାଇନରେ ରହିଥିବା ରୋଗୀମାନେ ଅତି କମ୍ରେ ୭ ଦିନ ଆୟୁର୍ବେଦିକ କାଢା ସେବନ କରିବା ଦ୍ବାରା କରୋନ ସଂକ୍ରମଣ ବଢିବନାହିଁ ଏବଂ ରୋଗୀ ରୋଗମୁକ୍ତ ହେବ। କରୋନା ଭୂତାଣୁ ମୁଖ ଗଳା ଭାଗରେ ୩ରୁ୪ ଦିନ ରହି ସଂକ୍ରମଣ କରିଥାଏ । ଏହା ସେବନ ଦ୍ୱାରା ଭୂତାଣୁ ନଷ୍ଟ ହୋଇଯାଇଥାଏ ।ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ ।
ଏହା ସମସ୍ତଙ୍କୁ ସେୟାର କରନ୍ତୁ !

https://www.mohanmekap.com/wellness/31819/
Comments
Post a Comment